ଭକ୍ଷ ପାନ Bhaksha pāna

  • ଦେ. ବି. (ଭକ୍ଷ+ପାନ) — ଆହାର — Food
  • ଦେ. ବି. (ଭକ୍ଷ+ପାନ) — [ଉ—ତାହାକୁ କଲା ଭକ୍ଷପାନ। ଦେଖାଇ ହରଷ ବିଧାନ—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ।]
  • ଦେ. ବି. (ଭକ୍ଷ+ପାନ) — ଭୋଜନ — Eating
  • ଦେ. ବି. (ଭକ୍ଷ+ପାନ) — ଭୋଜନ ଓ ପାନ — Eating and drinking
  • ଦେ. ବି. (ଭକ୍ଷ+ପାନ) — ଖାଦ୍ୟଦ୍ରବ୍ୟ ଓ ପାନୀୟଦ୍ରବ୍ୟ — Food and drink