ଭକ୍ତୟା Bhaktyā

  • ଦେ. ବିଣ — ଭକ୍ତ — Devoted
  • ଦେ. ବିଣ — ଭକ୍ତ— ବତ୍ସଳ — Attached to one's devotee
  • ଦେ. ବିଣ — (ଉ—ତାହାକୁ ଭାଗବତ କହି, ଦାସଭକ୍ତିଆ ଅଟେ ସେହି। ପୂର୍ଣ୍ଣତମ. ଚନ୍ଦ୍ରୋଦୟ।)
  • ଦେ. ବିଣ — (ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ମଧୁରଭକ୍ତିଆ) — Having devotion
  • ଦେ. ବି — ଭକ୍ତ — A devotee
  • ଦେ. ବି — (ଉ—ସିଂହ ଶୃଗାଳ ପଥର ମହିମା, ପ୍ରେମ ଭକ୍ତିଆମାନେ ତା ଜାଣିମା। ପ୍ରାଚୀ. ରହସ୍ୟ ମଞ୍ଜରୀ।)
  • ଦେ. ବି — ଭଣ୍ଡ ଭକ୍ତ — A hypocritical devotee