ଭକ୍ତି ସଞ୍ଚାର Bhakti saṇchāra

  • ସଂ. ବି ( 6 ଷ୍ଠୀ ତତ୍) — ହୃଦୟରେ ଭକ୍ତିଭାବର ବା ଭକ୍ତିରସର ଉଦୟ — The rising of the sentiment of devotion in a person's mind