ଭକ୍ତି ଯୋଗ Bhakti joga

  • ସଂ. ବି — କେବଳ ଭକ୍ତିମାର୍ଗ ଅବଲମ୍ବନପୂର୍ବକ ଭଗବତ୍ପ୍ରାପ୍ତି ରୂପ ସାଧନା — Following the mode of attaining God through devotion;
  • ସଂ. ବି — ଭକ୍ତିମାର୍ଗ ଦ୍ୱାରା ଭଗବାନଙ୍କ ଆରାଧନା — Praying to God through devotion