ଭକ୍ତି ଭାଜନ Bhakti bhājana

  • ସଂ. ବିଣ. ପୁଂ. ସ୍ତ୍ରୀ. ( 6 ଷ୍ଠୀ ତତ୍) — ଭକ୍ତିର ପାତ୍ର; ଯାହାଙ୍କୁ ଭକ୍ତି କରିବା କର୍ତ୍ତବ୍ୟ; ଶ୍ରଦ୍ଧାସ୍ପଦ — Deserving of respect; adorable; reverend