ଭକ୍ତି ବିଭେଦ Bhakti bibheda

  • ଦେ. ବିଣ — ଯାହା ଭକ୍ତି ବିଷୟକୁ ବିଭେଦ କରିଅଛି ଅର୍ଥାତ୍ ବିଷଦଭାବରେ ବ୍ୟାଖ୍ୟା କରି ବୁଝାଇ ଦେଇଅଛି — Fully explaining the subject of devotion
  • ଦେ. ବିଣ — (ଉ—ଆରମ୍ଭ କଲି ଏ ଚରିତ, ଭକ୍ତିବିଭେଦ ଭାଗବତ—ଭୂପତି. ପ୍ରେମପଞ୍ଚାମୃତ।)