ଭକ୍ତି ଦେଖାଇବା Bhakti dekhāibā

  • ଦେ. କ୍ରି — ଦେବତା ବା ପୂଜ୍ୟ ବ୍ୟକ୍ତିଙ୍କ ପ୍ରତି ଭକ୍ତି ପ୍ରକାଶ କରିବା — To give expression to one's regard or devotion to a Deity or an adorable person