ଭକ୍ତ ରଙ୍କ Bhakta raṅka

  • ଦେ. ବି — ଉପବାସ ଯୋଗୁଁ କୃଶ ଭକ୍ତ — A devotee emaciated on account of religious fasting
  • ଦେ. ବି — (ଉ—ସୁଜନେ। କେବଳ ଭକ୍ତରଙ୍କ ପ୍ରାୟେ, କଚ୍ଛପ, ମତ୍ସ୍ୟ, ମଣ୍ଡୁକମାନଙ୍କର ଦୁର୍ବଳ ହୋଇଗଲା କାୟେ। ରସକଲ୍ଲୋଳ)