ଭକ୍ତ ପ୍ରାଣ Bhakta prāṇa

  • ସଂ. ବିଣ. ଫୁ (ବହୁବ୍ରୀହି) — ଭକ୍ତ ପ୍ରତି ଅନୁରକ୍ତ; ଭକ୍ତ ବତ୍ସଳ — Fond of one's devotees; gracious towards one's devotees
  • ସଂ. ବି. ( 6 ଷ୍ଠୀ ତତ୍) — ଭକ୍ତର ଭକ୍ତିଯୁକ୍ତପ୍ରାଣ — The heart of a devotee