ଭକ୍ତ ଦାସ Bhakta dāsa
- ସଂ. ବିଣ. (ଭକ୍ତ= ଅନ୍ନ+ଦାସ=ଭୃତ୍ୟ — ଅନ୍ନ ଦାସ; ଯେ ମୁଠାଏ ଖାଇବାକୁ ପାଇବ ବୋଲି ଭକ୍ତି କରିଥାଏ — One who becomes attached just to get his two morsels
- ସଂ. ବିଣ. (ଭକ୍ତ= ଅନ୍ନ+ଦାସ=ଭୃତ୍ୟ — ପରାନ୍ନ ପ୍ରତିପାଳିତ — A toady; a hanger-on
- ସଂ. ବିଣ. (ଭକ୍ତ= ଅନ୍ନ+ଦାସ=ଭୃତ୍ୟ — (ବିନୟୋକ୍ତି) ଭକ୍ତର ଭକ୍ତ; ଦାସାନୁଦାସ; ଭକ୍ତାନୁଭକ୍ତ; ଅତି ବିନୀତ ଭକ୍ତ — (A term of humility) A humble devotee; a devotee of the devotes. a servant of a devotee
- ସଂ. ବିଣ. (ଭକ୍ତ= ଅନ୍ନ+ଦାସ=ଭୃତ୍ୟ — [ଦ୍ର— କଥାରେ ବିନୟ ପ୍ରକାଶ ପାଇଁ ଲୋକେ କହନ୍ତି ମୁଁ ତାଙ୍କ ଭକ୍ତରୂପେ ପରି— ଗଣିତ ହେବାର ଏମନ୍ତ କି ଭକ୍ତଦାସରୂପେ ପରଗଣିତ ହେବାର ଯୋଗ୍ୟ ନୁହେଁ।]