ଭକ୍ ଭକ୍ Bhak bhak

  • ଦେ. ଅ (ଧ୍ୱନ୍ୟନୁକରଣ) — ଝଲକା ଝଲକା ବାନ୍ତି କରିବା ପ୍ରକାର ଉଦ୍ଗୀରଣ ଶବ୍ଦ — Said of gusts of vomitting
  • ଦେ. ଅ (ଧ୍ୱନ୍ୟନୁକରଣ) — (ଉ— ଭକ ଭକ ବାହାର କରଇ ରକତ, ସେ ଶର ଦେଖୁ ଦେଖୁ କଲା ମୋତେ ବ୍ୟସ୍ତ । କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।)
  • ଦେ. ଅ (ଧ୍ୱନ୍ୟନୁକରଣ) — ବକ ବକ; ନିର୍ବୁଧିଆ ଲୋକପରି ଚାହିଁ ରହିବା — To stare like a fool; vacant staer
  • ଦେ. ଅ (ଧ୍ୱନ୍ୟନୁକରଣ) — (ଯଥା— ସେ ମୋ ମୁହଁକୁ ଭକ ଭକ କରି ଅନାଇଛି) ।
  • ଦେ. ଅ (ଧ୍ୱନ୍ୟନୁକରଣ) — ମଦ୍ୟପାୟୀର ମୁଖରୁ ବାହାରିବା ତୀବ୍ର ଗନ୍ଧ — Strong smell coming out of the mouth of an inveterate drunkard
  • ଦେ. ଅ (ଧ୍ୱନ୍ୟନୁକରଣ) — (ଯଥା— ତା ମୁହଁରୁ ତାଡ଼ି ଗନ୍ଧ ଭକ ଭକ ହୋଇ ବାହାରୁଛି।)
  • ଦେ. ଅ (ଧ୍ୱନ୍ୟନୁକରଣ) — ବେଙ୍ଗମାନଙ୍କର ରାବ — Croaking sound of frogs
  • ଦେ. ଅ (ଧ୍ୱନ୍ୟନୁକରଣ) — (ଉ— ଭେକ ସେ ବରଷାକୁ ଭେଖ କରି ପାଇ, ବାହାରିଲା ଦାଣ୍ଡକୁ ଭକ ଭକ ହୋଇ। କୃଷ୍ଣସିଂହ, ମହାଭାରତ. ବନ।)
  • ଦେ. ଅ (ଧ୍ୱନ୍ୟନୁକରଣ) — ବକ ବକ; ବକିବା ପ୍ରକାର; ବ କବଦାରି — Clattering
  • ଦେ. ଅ (ଧ୍ୱନ୍ୟନୁକରଣ) — (ଯଥା— ଦିନଯାକ ଭକ ଭକ ହୋଇ ତା ପାଟି ଘୋଳି ହେଉ ନାହିଁ।)