ଭଉଁରି ଦେବା Bhauñri de bā

  • ଦେ. କ୍ରି — ଘାଉଁରି ଖାଇବା; ଚକ୍ରାକାରରେ ଗତି କରିବା — To whirl round and round; to make a circular motion
  • ଦେ. କ୍ରି — (ଉ—ଦୀପଦଣ୍ଡି ଲଭି ମରାଳପନ୍ତି ଦିଏ ଭଉଁରି, ବଡ଼ ବଡ଼ଭୀକି ବେଢ଼ି କି ଶୋଭା ଚୂର୍ଣ୍ଣ ଚଉଁରି। ଉପନ୍ଦ୍ରେଭଞ୍ଜ।)