ଭଉଁରି ଖେଳ Bhauñri kheḻa

  • ଦେ.ବି — ଚନ୍ଦନ ଯାତ୍ରା, ବୈଶାଖ ଶୁକ୍ଳ ତୃତୀୟା ଠାରୁ 21 ଦିନ ପର୍ଯ୍ୟନ୍ତ ଦେବତାଙ୍କ ଜଳକ୍ରୀଡ଼ା — ଚନ୍ଦନ ଯାତ୍ରା, ବୈଶାଖ ଶୁକ୍ଳ ତୃତୀୟା ଠାରୁ2ଦିନ ପର୍ଯ୍ୟନ୍ତ ଦେବତାଙ୍କ ଜଳକ୍ରୀଡ଼ା—. The chandana j̄āṭrā festival in the month of Ba̲i̱ṡākha commencing from the 3rd day of the light fortnight in which idols are taken in boats to tanks and the boats moved round the tank
  • ଦେ.ବି — ପାଣିରେ ଡଙ୍ଗାକୁ ବୃତ୍ତାକାରରେ ଘୂରାଇବା ଖେଳ — Sporting in water by moving the boat in a circle