ଭଉଁରି ଖେଳିବା Bhauñri kheḻibā

  • ଦେ. କ୍ରି — ଚକ୍ରଭୁମିରୂପ ଜଳକ୍ରୀଡ଼ା କରିବା; ଜଳରେ ଡଙ୍ଗାକୁ ଚକ୍ରଗତି କରାଇ କ୍ରୀଡ଼ା କରିବା — To move a boat in water in a circle in a sportive mood
  • ଦେ. କ୍ରି — ଜଳରେ ଛୋଟ ଭଉଁରୀ ସୃଷ୍ଟି କରିବା — To produce small whorls in the current of water