ଭଉଁରି କବାଟ Bhauñri kabāṭa
- ଦେ. ବି — କବାଟ କିଳିବା କଞ୍ଚିକୁ ବାହାରୁ ଭର୍ତ୍ତି କରି କବାଟର ଭିତର ପାଖରୁ ବନ୍ଦ ହୋଇଥିବା କିଳିଣୀକୁ ଫିଟାଇବା ପାଇଁ ଛିଦ୍ର ଥିବା କବାଟ — A peculiar sort of door having a hole through which key is applied from outside to open it by looseing the bolt from inside