ଭଅଣୀ ଜୋଇଁ Bha-aṇī joiñ

  • ଦେ. ବି — କୌଣସି ସ୍ତ୍ରୀର ସାନ ଭଉଣୀର ସ୍ୱାମୀ — A woman's younger sister's husband
  • ଦେ. ବି — [ଦ୍ର— ସାନ ଭଉଣୀଙ୍କୁ ବିଭା ହୋଇଥିବା ବ୍ୟକ୍ତିଙ୍କର ଆପଣାର ସ୍ତ୍ରୀର ବଡ଼ ଭଉଣୀ ଦେଢ଼ଶାଶୁ ଅଟନ୍ତି ଓ ଓଡ଼ିଆ ସମାଜରେ ତାଙ୍କ ସଙ୍ଗେ ଥଟ୍ଟା କରିବା ବା କଥାବାର୍ତ୍ତା ହେବା ନିଷିଦ୍ଧ। ବଡ଼ ଭଉଣୀଙ୍କ ସ୍ୱାମୀ ଆପଣାର ଭିଣେଇ ଓ ସ୍ତ୍ରୀର ସାନ ଭଉଣୀ ଆପଣାର ଶାଳୀ; ଶାଳୀ ଓ ଭିଣେଇଙ୍କ ମଧ୍ୟରେ ଥଟ୍ଟା ପରିହାସ ଚଳେ।]