ଭଅଁରମାରୀ Bha-añramārī

  • ଦେ. ବି (ସଂ. ଭ୍ରମରମାରୀ; ଅନ୍ୟ ସଂ. ନାମ; ଭ୍ରମରାରି; ଭୃଙ୍ଗମାରୀ; ଭୃଙ୍ଗାରୀ; ମାଂସପୁଷ୍ପିକା; କୁଷ୍ଠାରି; ଭ୍ରମରି; ଯଷ୍ଟିଲତା) — Bohum Upas; the upas tree; Antiaris Toxicaria
  • ଦେ. ବି [ଦ୍ର—ଏହା କୁଷ୍ଠ ରୋଗର ପ୍ରଧାନ ଔଷଧ ବୋଲି କଥିତ। ଏହା ନିକଟକୁ ଭ୍ରମରମାନେ ଗଲେ ମରିଯାଆନ୍ତି। କଥିତ ଅଛି ଯେ କେନ୍ଦୁଝରରେ ଏଥିର ଗୋଟିଏ ମାତ୍ର ଗଛ ଅଛି ଓ ଲୋକେ ସେ ଗଛର କାଠକୁ ବ୍ୟବହାର କରି କୁଷ୍ଠ ରୋଗରୁ ମୁକ୍ତ ହୁଅନ୍ତି। କେହି କେହି ଏ ଗଛକୁ କୃଷ୍ଣଚମ୍ପକ ବୃକ୍ଷ ବୋଲି କହନ୍ତି।]