ବ Ba

  • ସଂ. ବି. (ବା ଧାତୁ=ବଧ କରିବା+କର୍ତ୍ତୃ. ଅ) — ବରୁଣ — The ocean-God
  • ସଂ. ବି. (ବା ଧାତୁ=ବଧ କରିବା+କର୍ତ୍ତୃ. ଅ) — ସିନ୍ଧୁ; ସମୁଦ୍ର — Ocean; the sea
  • ସଂ. ବି. (ବା ଧାତୁ=ବଧ କରିବା+କର୍ତ୍ତୃ. ଅ) — ଜଳର ମୃଦ୍ଘଟ; ମାଠିଆ — Earthen jar
  • ସଂ. ବି. (ବା ଧାତୁ=ବଧ କରିବା+କର୍ତ୍ତୃ. ଅ) — (+କରଣ. ଅ) ଅଧ୍ୟବସାୟ — Perseverance
  • ସଂ. ବି. (ବା ଧାତୁ=ବଧ କରିବା+କର୍ତ୍ତୃ. ଅ) — (ବନ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ)—ଜଳ — Water
  • ସଂ. ବି. (ବା ଧାତୁ=ବଧ କରିବା+କର୍ତ୍ତୃ. ଅ) — (ବା ଧାତୁ=ଗତି କରିବା+କର୍ତ୍ତୃ. ଅ)—ବାୟୁ — Air; wind
  • ସଂ. ବି. (ବା ଧାତୁ=ବଧ କରିବା+କର୍ତ୍ତୃ. ଅ) — ଯୋନି — Vulva; female organ
  • ସଂ. ବି. (ବା ଧାତୁ=ବଧ କରିବା+କର୍ତ୍ତୃ. ଅ) — (+ଭାବ. ଅ) ଗମନ; ଗତି — Going; motion
  • ସଂ. ବି. (ବା ଧାତୁ=ବଧ କରିବା+କର୍ତ୍ତୃ. ଅ) — (ବନ୍ଧ୍ ଧାତୁ+ଭାବ. ଅ) ବନ୍ଧନ — Tying; binding
  • ସଂ. ବି. (ବା ଧାତୁ=ବଧ କରିବା+କର୍ତ୍ତୃ. ଅ) — (ବପ୍ ଧାତୁ=ବୁଣିବା+କର୍ମ. ଅ) ବଅ; ତନ୍ତର ସୂତ୍ର ନିର୍ମିତ ଯେଉଁ ପାନିଆ ମଧ୍ୟ ଦେଇ ଟାଣୀ ସୂତା ଯାଇଥାଏ — The series of hanging strings attached to frames, through which the warp threads remain suspended in alternative positions to enable the spindle to pass through the space made by the threads passing up and down alternately
  • ସଂ. ବି. (ବା ଧାତୁ=ବଧ କରିବା+କର୍ତ୍ତୃ. ଅ) — ବଖିଆ ସିଲେଇ; ଢାଗା ଗଳା — Simple stitch in sewing
  • ଦେ. ବି. (ପାନବରଜୀ ଭାଷା) — ପାନ ଲତାର ଚେର — The root of betel creeper