ବୟୋବୃଦ୍ଧ Bayobṛuddha

  • ସଂ. ବିଣ. ପୁଂ. (ବୟଃ+ବୃଦ୍ଧ) — ଯେ ଆପଣାଠାରୁ ବୟସରେ ବଡ଼ — Elderly; senior
  • ସଂ. ବିଣ. ପୁଂ. (ବୟଃ+ବୃଦ୍ଧ) — ବୁଢ଼ା; ବୟସରେ ବୃଦ୍ଧ — Aged; of an advanced age