ବୟୋତୀତ Bayotīta

  • ସଂ. ବିଣ. ପୁଂ. (ବୟଃ+ଅତୀତ) — ବୃଦ୍ଧ — Aged; old
  • ସଂ. ବିଣ. ପୁଂ. (ବୟଃ+ଅତୀତ) — [ଦ୍ର—ସଂସ୍କୃତରେ ଏ ଶବ୍ଦ ବୟୋଽତୀତ ରୂପେ ଲେଖାଯାଇ ୟୋ ଏବଂ ତୀ ମଧ୍ୟରେ ଲୁପ୍ତ ଅକାର ଚିହ୍ନିତ ହୁଏ।]