ବୟାଶି Bayāṡi
- ଦେ. ବି ଓ ବିଣ. (ସଂଖ୍ୟାବାଚକ) — ବୟାଅଶୀ (ଦେଖ) — Bayā-aṡī (See)
- ଦେ. ବି ଓ ବିଣ. (ସଂଖ୍ୟାବାଚକ) — ବୟାଶୀ ପଦେ ଛାନ୍ଦ ପ୍ରାନ୍ତ। ଭଞ୍ଜ, ବୈଦେହୀଶବିଳାସ।
- ପ୍ରାଦେ. (ବାଲେଶ୍ୱର) ବି — ଚାଷୀର ଖଳାରୁ ମହଣ ଦରରେ ଧାନ କିମ୍ବା ଚାଉଳ ଆଣିଲେ ଦୁଇମହଣ ସ୍ଥଳରେ ବୟାଶୀ ସେର ମିଳେ, ପ୍ରତ୍ୟେକ ମହଣରେ ମିଳିବା ଏହି ଅଧିକା ଏକସେର — The extra seer per maund given to the purchaser of two maunds purchased from the threshing floor of a husbandman
- ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଯଥା ମହଣେ ବିରିରେ ମୋତେ 1 ସେର ବୟାଶି ମିଳିବ।] — [ଦ୍ର—ଯଥା ମହଣେ ବିରିରେ ମୋତେ1ସେର ବୟାଶି ମିଳିବ]