ବୟସ ମକମକେଈ Bayasa makamakeī

  • ଗ୍ରା. ବିଣ.—(ସ୍ତ୍ରୀ ଲୋକଙ୍କ ପ୍ରତି ଗାଳି) ଯୌବନ — ଗର୍ବିତା (ସ୍ତ୍ରୀ); ଯୁବା ବୟସ ଓ ସୌନ୍ଦର୍ଯ୍ୟ ଜନିତ ଗର୍ବରେ ଯେଉଁ ନାରୀ ମକମକ ବା ଉତ୍ଫୁଲ୍ଲ ହେଉଥାଏ — (a woman) Who is unduly proud of her youthful charms