ବୟଃ ସଙ୍ଗୀ Bayaḥ saṅgī
- ଦେ. ବି. — (ସଂ. ବୟଃ+ସଙ୍ଗୀ)—ସମବୟସ୍କ ବନ୍ଧୁ — A friend of the same age
- ଦେ. ବି. — (ସଂ. ବୟଃ+ସଙ୍ଗିନୀ)—ସ୍ତ୍ରୀମାନଙ୍କ ସମବୟସ୍କା ସଖୀ — A woman's female companion of the same age
- ଦେ. ବି. — ବୃଦ୍ଧ ବୟଃସଙ୍ଗୀବାର ଭାଙ୍ଗିବ ଏ ଧନୁବର ମନରେ ଏମନ୍ତ କର ତା ଜାଣି ଭାଷି। ଭଞ୍ଜ—ବୈଦେହୀଶବିଳାସ।