ବଢ଼େଇ ଦେବା Baṟḍ̠ẖeidebā

  • ଦେ. କ୍ରି — ବଢାଇବା (ଦେଖ) — Baṟḍ̠ẖāibā (See)
  • ଦେ. କ୍ରି — କର ପ୍ରସାରିତ କରି କୌଣସି ପଦାର୍ଥକୁ ଅନ୍ୟ ବ୍ୟକ୍ତିର ହାତରେ ଅର୍ପଣ କରିବା — To hand over a thing
  • ଦେ. କ୍ରି — ଗାଣ୍ଡିବ ବଢାଇ ଦେଇ ଶ୍ରୀଭୁଜକୁ ମନେ ବିଚାରଇ ପାର୍ଥ। କବିସୂର୍ଯ୍ୟ, ସଙ୍ଗୀତ।