ବଢ଼ିଆ Baṟḍ̠ẖiā

  • ଦେ. ବିଣ — ବଡ଼ — Big; large
  • ଦେ. ବିଣ — ଉତ୍କୃଷ୍ଟ — Excellent
  • ଦେ. ବିଣ — ଉଚ୍ଚ — High
  • ଦେ. ବିଣ — ମୂଲ୍ୟବାନ — Valuable
  • ଦେ. ବିଣ — ଅତି ଉତ୍ତମ — Very good
  • ଦେ. ବି—(ସଂ. ବେଣୀ) — ନିଆଁ ରଖିବା ପାଇଁ ବା ଧୂଆଁ ଦେବା ପାଇଁ ବେଣୀ ପକାଯାଇ କୁଟାରେ ମୋଡ଼ା ହୋଇଥିବା ଅଟା — A long wisp of straw twisted tightly so that it may smoulder slowly when lighted and the fire in it preserved for a long time
  • ପ୍ରାଦେ (ସିଂହଭୂମି) ବି — ସତରଞ୍ଜ ଖେଳର ପଦାତି — The foot soldiers in a game of chess