ବଢ଼ିଆ କାଙ୍କ Baṟḍ̠ẖiā kāṅka
- ଦେ. ବି. (ସଂ. ବୃହତ୍ ଓ କଙ୍କ) — ଲମ୍ବ ଲମ୍ବ ସରୁଗୋଡ଼, ଥଣ୍ଟ ଓ ବେକ ଥିବା ବକଜାତୀୟ ପକ୍ଷିବିଶେଷ — Stork; flamingo; Dissura Episcopus
- ଦେ. ବି. (ସଂ. ବୃହତ୍ ଓ କଙ୍କ) — (ବଡ଼ି କାଙ୍କ, ବଢିକାଙ୍କ—ଅନ୍ୟରୂପ)
- ଦେ. ବି. (ସଂ. ବୃହତ୍ ଓ କଙ୍କ) — ବଡ଼ ବୋହୁ ବଢ଼ିଆ କାଙ୍କ ସାନ ବୋହୁ ଚାଲିକି ଦେଖ—ଢ଼ଗ।
- ଦେ. ବି. (ସଂ. ବୃହତ୍ ଓ କଙ୍କ) — [ଦ୍ର—ଏମାନେ କୂଳେଚର ବର୍ଗୀୟ ପକ୍ଷୀ; ବେକ ଓ ପେଟ ଧଳା; ଛାତି ଓ ପିଠି କଳାମିଶା ସବୁଜା; ଥଣ୍ଟ ଦୀର୍ଘ ଓ ସ୍ଥୂଳ; ପକ୍ଷ ଦୀର୍ଘ; ପୁଚ୍ଛ ଛୋଟ; ଗୋଡ଼ ଖୁବ୍ ଡେଙ୍ଗା ଓ ରକ୍ତବର୍ଣ୍ଣ; ପାଦ ଲିପ୍ତ (ଜାଲୁଆ); ପଡ଼ିଆରେ ବା ବିଲର ପାଣିରେ ଏମାନେ ପଲ ପଲ ବସନ୍ତି ଓ ଚରନ୍ତି।]