ବଡ଼ୁଭିକ୍ଷା Baṟḍ̠u bhikshā
- ଦେ. ବି—(ସଂ. ବଟୁ ଓ ଭିକ୍ଷା) — ଉପନୟନ ସମୟରେ ଦ୍ୱିଜବାଳକର ବ୍ରହ୍ମଚାରୀ ବେଶରେ 'ଭବଦ୍ ଭିକ୍ଷାଂ ଦେହି' ବୋଲି କହି ଭିକ୍ଷାପାତ୍ରହସ୍ତରେ ଆଗନ୍ତୁକ ବ୍ୟକ୍ତିମାନଙ୍କ ନିକଟରେ ମାଗିବା ଭିକ୍ଷା; ବ୍ରତଭିକ୍ଷା — The ceremony of begging done by a Brāhmaṇa boy during the investiture of sacred thread