ବଡ଼ାଇ କହିବା Baṟḍ̠āi kahibā

  • ଦେ. କ୍ରି. — ନିଜର ମହିମା ଦେଖାଇ କହିବା — To boast of one's powers
  • ଦେ. କ୍ରି. — ବାଣୀ ରମଣୀଙ୍କ ଶୁଭେ ବଡ଼ାଇ ଆମ୍ଭ ବଲ୍ଲଭ କହୁଥାନ୍ତି ମାଇଲୁ ବାନର— ଭଞ୍ଜ. ବୈଦେହୀଶବୀଳାସ।