ବଡ଼ାଇ କରିବା Baṟḍ̠āi karibā

  • ଦେ. କ୍ରି. — ପ୍ରଶଂସା କରିବା — To eulogise
  • ଦେ. କ୍ରି. — ଆତ୍ମା ପ୍ରଶଂସା କରିବା — To brag; to boast
  • ଦେ. କ୍ରି. — ସେ ପ୍ରତିଷ୍ଠା ନିଜେ ତିଳେ ନ ବଢ଼ାଇ କରୁଥିବ ଆଉ କେତେ ତା ବଡ଼ାଇ । ରାଧାନାଥ, ଦରବାର।