ବଡ଼ଶିଂଘାର Baṟḍ̠a ṡiṁghāra
- ଦେ. ବି. (ସଂ. ବୃହତ୍+ଶୃଙ୍ଗାର) — ଦେବତାଙ୍କର ରାତ୍ରି ଶୟନ ବା ପହଡ଼ ହେବା ପୂର୍ବର ବେଶ, ଭୋଗାଦି ନୀତି — The rites performed before an Idol is laid to sleep for the night
- ଦେ. ବି. (ସଂ. ବୃହତ୍+ଶୃଙ୍ଗାର) — ବଡ଼ ଶିଂଘାର ବେଳେ ନରେ ଯାଇଁ, ଦେଖି ଅଖିଳ ବ୍ରାହ୍ମଣ୍ଡ ଗୋସାଇଁ ପ୍ରଚୀ. ପ୍ରତାପ. ଶଶିସେଣା।