ବଡ଼ ଘାଏଁ Baṟḍ̠a ghāeñ

  • ଦେ. କ୍ରି. ବିଣ — ବିଶେଷ ଜୋର୍ରେ — With much force
  • ଦେ. କ୍ରି. ବିଣ — ଉଚ୍ଚୈଃସ୍ୱରରେ — In a loud voice
  • ଦେ. କ୍ରି. ବିଣ — ଅଧିକତର ଜୋରରେ — With greater force
  • ଦେ. କ୍ରି. ବିଣ — ଅଧିକତର ଉଚ୍ଚୈଃସ୍ୱରରେ — More loudly