ବଡ଼ କାଙ୍କ Baṟḍ̠a kāṅka

  • ପ୍ରାଦେ. (ଗଡ଼ଜାତ)ବି — ବଢ଼ିଆ କାଙ୍କ (ଦେଖ) — Stork
  • ଦେ. ବିଣ. (ପୁଂ ଓ ସ୍ତ୍ରୀ) — ଡେଙ୍ଗା ଓ ନଳିଗୋଡ଼ିଆ (ବ୍ୟକ୍ତି) — Tall and thin legged (Person)