ବ୍ୟୟ କରି ଦେବା Byaya kari debā

  • ଦେ. କ୍ରି — ସମସ୍ତ ତୁଳନୀୟ ବସ୍ତୁକୁ କୌଣସି ବସ୍ତୁ ସଙ୍ଗେ ତୁଳନା କରିବା — To exhaust all comparisions
  • ଦେ. କ୍ରି — (ଉ—ବ୍ଯୟ କରି ଦେବା ଏହା ଉଣା ତା ଶିରେ। ଭଞ୍ଜ. ବୈଦେହୀଶବିଳାସ)