ବ୍ୟୋମ ଦୋଳୀ Byoma doḻī

  • ଦେ. ବି — ଆକାଶରେ ଶୂନ୍ଯରେ ଝୁଲୁଥିବା ଦୋଳୀ — A swing suspended in the sky
  • ଦେ. ବି — (ଉ—ବ୍ୟୋମ ଦୋଳୀରେ ଉଦୟ କୋଳେ ତାରା ପ୍ରଭା। ଭଞ୍ଜ. ବୈଦେହୀଶବିଳାସ।)