ବ୍ୟୋମ ଚର Byoma chara

  • ସଂ. ବିଣ. ପୁଂ. (ବ୍ୟୋମ+ଚର ଧାତୁ+କର୍ତ୍ତୃ. ଅ) — ଗଗନ ବିହାରୀ — Travelling in the sky
  • ବି — ଦେବତା — The Gods
  • ବି — ଗ୍ରହ ନକ୍ଷତ୍ରାଦି — Stars and planets
  • ବି — ପକ୍ଷୀ — Bird