ବ୍ୟୂହିତ Byūhita

  • ସଂ. ବି—(ବ୍ୟୂହ+ଇତ) — ବ୍ୟୂହକାରରେ ସଜ୍ଜିତ (ସୈନ୍ୟ) — (army) Arranged in battle order
  • ସଂ. ବି—(ବ୍ୟୂହ+ଇତ) — (ଉ—ଅଗ୍ରେ ଉଭା ଯବନର ବ୍ୟୁହିତ ବାହିନୀ। ରାଧାନାଥ. ମହାଯାତ୍ରା।)