ବ୍ୟୁଷ୍ଟି Byushṭi

  • ସଂ. ବି (ବି+ବସ୍ ଧାତୁ+ଅଧି. ତି) — ଫଳ — Fruit
  • ସଂ. ବି (ବି+ବସ୍ ଧାତୁ+ଅଧି. ତି) — ସମୃଦ୍ଧି — Prosperity
  • ସଂ. ବି (ବି+ବସ୍ ଧାତୁ+ଅଧି. ତି) — ସ୍ତୁତି — Praise; eulogy
  • ସଂ. ବି (ବି+ବସ୍ ଧାତୁ+ଅଧି. ତି) — (ବି+ ଉଷ୍ ଧାତୁ+ଭାବ. ତି) ଦାହ; ଜ୍ୱଳନ — Conflagration; combustion
  • ସଂ. ବି (ବି+ବସ୍ ଧାତୁ+ଅଧି. ତି) — (+କର୍ତ୍ତୃ ତି) ପ୍ରଭାତ — Morning
  • ସଂ. ବି (ବି+ବସ୍ ଧାତୁ+ଅଧି. ତି) — (ବି+ବଶ୍ ଧାତୁ+ ଭାବ. ତି) ଇଚ୍ଛା — Inclination