ବ୍ୟୁତ୍ପାଦକ Byut-pādaka

  • ସଂ. ବିଣ (ବି+ଉତ୍+ପାଦି ଧାତୁ+କର୍ତ୍ତୃ. ଅକ) — ଯାହାଦ୍ୱାରା ବ୍ୟୁତ୍ପତ୍ତି ଜନ୍ମେ; ବ୍ୟୁତ୍ପତ୍ତିଜନକ — Producing proficiency
  • ସଂ. ବିଣ (ବି+ଉତ୍+ପାଦି ଧାତୁ+କର୍ତ୍ତୃ. ଅକ) — ସଂସ୍କାରଜନକ — Result in purity or perfection
  • ସଂ. ବିଣ (ବି+ଉତ୍+ପାଦି ଧାତୁ+କର୍ତ୍ତୃ. ଅକ) — ଉତ୍ପାଦକ—(ହି. ଶ) — Productive