ବ୍ୟୁତ୍ପନ୍ନ Byut-panna

  • ସଂ. ବିଣ. ପୁଂ (ବି+ଉତ୍+ପଦ୍ ଧାତୁ+କର୍ତ୍ତୃ. ତ) — ଶାସ୍ତ୍ର ଜ୍ଞାନ ସମ୍ପନ୍ନ — 1b> —1. Versed in a science
  • ସଂ. ବିଣ. ପୁଂ (ବି+ଉତ୍+ପଦ୍ ଧାତୁ+କର୍ତ୍ତୃ. ତ) — ପାରଦର୍ଶୀ; ପାରଙ୍ଗମ — Specialist in any science; proficient; well versed
  • ସଂ. ବିଣ. ପୁଂ (ବି+ଉତ୍+ପଦ୍ ଧାତୁ+କର୍ତ୍ତୃ. ତ) — ପଣ୍ଡିତ — Learned
  • ସଂ. ବିଣ. ପୁଂ (ବି+ଉତ୍+ପଦ୍ ଧାତୁ+କର୍ତ୍ତୃ. ତ) — (ବ୍ୟାକରଣ) ପ୍ରକୃତ୍ତି ପ୍ରତ୍ୟୟ ସାହାଯ୍ୟରେ ଉତ୍ପନ୍ନ (ଶବ୍ଦ) — (Grammar) Derived (word); derivative
  • ସଂ. ବିଣ. ପୁଂ (ବି+ଉତ୍+ପଦ୍ ଧାତୁ+କର୍ତ୍ତୃ. ତ) — ବ୍ୟୁତ୍ପତ୍ତିଯୁକ୍ତ — Connected with the derivation; etymological
  • ସଂ. ବିଣ. ପୁଂ (ବି+ଉତ୍+ପଦ୍ ଧାତୁ+କର୍ତ୍ତୃ. ତ) — ସଂସ୍କୃତ; ଯାହାର ସଂସ୍କାର ହୋଇଅଛି (ହି. ଶ) — Reformed; purified