ବ୍ୟୁତ୍ପତ୍ତି Byut-patti

  • ସଂ. ବି (ବି+ଉତ୍+ପଦ୍ ଧାତୁ=ବୁଝିବା+ଭାବ. ତି) — ଶାସ୍ତ୍ର ସମ୍ବନ୍ଧେ ଗଭୀର ଜ୍ଞାନ ବା ବୋଧ — 1b> —1. Critical or deep knowledge of a science
  • ସଂ. ବି (ବି+ଉତ୍+ପଦ୍ ଧାତୁ=ବୁଝିବା+ଭାବ. ତି) — ବିଶିଷ୍ଟ ଜ୍ଞାନ — Special or expert knowledge
  • ସଂ. ବି (ବି+ଉତ୍+ପଦ୍ ଧାତୁ=ବୁଝିବା+ଭାବ. ତି) — ଗଭୀର ଜ୍ଞାନ; ବିଦ୍ବତ୍ତା — Deep learning; proficiency; scholarship
  • ସଂ. ବି (ବି+ଉତ୍+ପଦ୍ ଧାତୁ=ବୁଝିବା+ଭାବ. ତି) — (ବ୍ୟାକରଣ) ଶବ୍ଦର ପ୍ରକୃତି ପ୍ରତ୍ୟୟାଦିର ବିଭଜନ କୌଶଳ — (grammar) Etymology; derivation of words
  • ସଂ. ବି (ବି+ଉତ୍+ପଦ୍ ଧାତୁ=ବୁଝିବା+ଭାବ. ତି) — ଶବ୍ଦମାନଙ୍କର ଗଢ଼ଣ — Formation of words
  • ସଂ. ବି (ବି+ଉତ୍+ପଦ୍ ଧାତୁ=ବୁଝିବା+ଭାବ. ତି) — କୌଶଳ — Dexterity
  • ସଂ. ବି (ବି+ଉତ୍+ପଦ୍ ଧାତୁ=ବୁଝିବା+ଭାବ. ତି) — ଶବ୍ଦର ମୂଳରୂପ — The original form of a word
  • ସଂ. ବି (ବି+ଉତ୍+ପଦ୍ ଧାତୁ=ବୁଝିବା+ଭାବ. ତି) — କୌଣସି ପଦାର୍ଥର ବିଶିଷ୍ଟ ଉତ୍ପତ୍ତି (ହି. ଶ) — The peculiar origin of a thing
  • ସଂ. ବି (ବି+ଉତ୍+ପଦ୍ ଧାତୁ=ବୁଝିବା+ଭାବ. ତି) — ଜନ୍ମ — Birth