ବ୍ୟୁତ୍ପତ୍ତି କରିବା Byut-patti karibā

  • ଦେ. କ୍ରି — ବିଚାର କରିବା — To consider; to judge
  • ଦେ. କ୍ରି — [ଉ—ବ୍ୟତ୍ପତ୍ତି କର ଯେ ଉତ୍ପତ୍ତି ହୋଇ, ବନପତିଶିଶୁ ଗଜ ମାରଇ। ଭଞ୍ଜ. ବୈଦେହୀଶବିଳାସ।]