ବ୍ୟୁତ୍ଥାନ Byutthāna

  • ସଂ. ବି (ବି+ଉତ୍ଥାନ) — ସ୍ୱାଧୀନ ହୋଇ କାମ କରିବା (ହି. ଶ) — Working independently
  • ସଂ. ବି (ବି+ଉତ୍ଥାନ) — ବିରୁଦ୍ଧାଚରଣ (ହି. ଶ) — Acting in opposition or hostility
  • ସଂ. ବି (ବି+ଉତ୍ଥାନ) — ବାଧା ଦେବା (ହି. ଶ) — Obstructing
  • ସଂ. ବି (ବି+ଉତ୍ଥାନ) — ନୃତ୍ୟ ବିଶେଷ (ହି. ଶ) — A kind of dance
  • ସଂ. ବି (ବି+ଉତ୍ଥାନ) — ଚିତ୍ତର କ୍ଷିପ୍ତ; ମୂଢ଼ ଓ ବିକ୍ଷିପ୍ତ ଅବସ୍ଥା ଯାହା ଯୋଗସାଧନର ପ୍ରତିକୂଳ ଅଟେ (ହି. ଶ) — Want of concentration of mind; the habit of mental wandering
  • ସଂ. ବି (ବି+ଉତ୍ଥାନ) — ହଠାତ୍ ଉଦୟ — Sudden rise or appearance
  • ସଂ. ବି (ବି+ଉତ୍ଥାନ) — ଅଭ୍ୟୁତାନ — Elevation