ବ୍ୟୁତପତି Byutapati

  • ଗ୍ରା. ବି (ପଦ୍ୟ) (ସଂ. ବ୍ୟୁତ୍ପତ୍ତି) — ଅନୁମାନ — Guess; inference
  • ଗ୍ରା. ବି (ପଦ୍ୟ) (ସଂ. ବ୍ୟୁତ୍ପତ୍ତି) — [ଉ—ବୀଚି ବେଗରେ ଗମନ ଲଭିଲା ସେ ଶାନ୍ତି, ବନ୍ଧ ସିଂହଦ୍ୱାରରେ ଏମନ୍ତ ବ୍ୟୁତପତି। ଭଞ୍ଜ. ବୈଦେହୀଶବିଳାସ।]
  • ଗ୍ରା. ବି (ପଦ୍ୟ) (ସଂ. ବ୍ୟୁତ୍ପତ୍ତି) — ଜ୍ଞାନ — Knowledge
  • ଗ୍ରା. ବି (ପଦ୍ୟ) (ସଂ. ବ୍ୟୁତ୍ପତ୍ତି) — ବୋଧ; ଅନୁଭୂତି — Understanding; perception