ବ୍ୟାମୋହ Byāmoha

  • ସଂ. ବି—(ବି+ଆ+ମୁହ୍ ଧାତୁ+ଭାବ. ଅ) — ମୋହ — Stupefaction; fascination
  • ସଂ. ବି—(ବି+ଆ+ମୁହ୍ ଧାତୁ+ଭାବ. ଅ) — ଭ୍ରାନ୍ତି; ଭ୍ରମ — Error; mistake
  • ସଂ. ବି—(ବି+ଆ+ମୁହ୍ ଧାତୁ+ଭାବ. ଅ) — ଚିତ୍ତବୈକଲ୍ୟ; ବିହ୍ୱଳତା; ଅଧୀରତା — Embarassment; bewilderment
  • ସଂ. ବି—(ବି+ଆ+ମୁହ୍ ଧାତୁ+ଭାବ. ଅ) — ପୀଡ଼ା — Affliction
  • ସଂ. ବି—(ବି+ଆ+ମୁହ୍ ଧାତୁ+ଭାବ. ଅ) — ଅଜ୍ଞାନ — Ignorance