ବ୍ୟାୟାମ Byāyāma

  • ସଂ. ବି. (ବି+ଆ+ଯମ୍ ଧାତୁ+ଭାବ. ଅ) — ବଳା— ଧାନ ଉଦ୍ଦେଶ୍ୟରେ ଅଙ୍ଗ ସଞ୍ଚାଳନ ରୂପେ ଶ୍ରମସାଧନ — Physical exercise; bodily exercise
  • ସଂ. ବି. (ବି+ଆ+ଯମ୍ ଧାତୁ+ଭାବ. ଅ) — କୁସ୍ତୀ; ମଲ୍ଲକ୍ରୀଡ଼ା — Athletic exercise; wrestling
  • ସଂ. ବି. (ବି+ଆ+ଯମ୍ ଧାତୁ+ଭାବ. ଅ) — ଦୁର୍ଗମ ସ୍ଥାନରେ ଭ୍ରମଣ — Walking in perilous place
  • ସଂ. ବି. (ବି+ଆ+ଯମ୍ ଧାତୁ+ଭାବ. ଅ) — ପୌରୁଷ — Manhood; manliness
  • ସଂ. ବି. (ବି+ଆ+ଯମ୍ ଧାତୁ+ଭାବ. ଅ) — ବ୍ୟାପର — Transaction; action
  • ସଂ. ବି. (ବି+ଆ+ଯମ୍ ଧାତୁ+ଭାବ. ଅ) — ବୃତ୍ତି — Business; occupation
  • ସଂ. ବି. (ବି+ଆ+ଯମ୍ ଧାତୁ+ଭାବ. ଅ) — ଦୈର୍ଘ୍ୟ — Length
  • ସଂ. ବି. (ବି+ଆ+ଯମ୍ ଧାତୁ+ଭାବ. ଅ) — ବେଁ; ବ୍ୟାମ — A fathom
  • ସଂ. ବି. (ବି+ଆ+ଯମ୍ ଧାତୁ+ଭାବ. ଅ) — ପରିଶ୍ରମ — Labour