ବ୍ୟାବହାରିକ Byābahārika
- ସଂ. ବିଣ (ବ୍ୟବହାର+ସମ୍ବନ୍ଧାର୍ଥେ ଇକ) — ବ୍ୟବହାରିକ; ବ୍ୟବହାର ସମ୍ବନ୍ଧୀୟ — Relating to custom usage, law or use
- ସଂ. ବିଣ (ବ୍ୟବହାର+ସମ୍ବନ୍ଧାର୍ଥେ ଇକ) — ଯାହା ଦୈନନ୍ଦିନ କାର୍ଯ୍ୟରେ ଲାଗେ — Practical; or every day use; useful
- ସଂ. ବିଣ (ବ୍ୟବହାର+ସମ୍ବନ୍ଧାର୍ଥେ ଇକ) — ବ୍ୟବହାରସିଦ୍ଧ — Conforming to practice; use or custom
- ସଂ. ବିଣ (ବ୍ୟବହାର+ସମ୍ବନ୍ଧାର୍ଥେ ଇକ) — ଆଇନଜ୍ଞ — Versed in law
- ସଂ. ବିଣ (ବ୍ୟବହାର+ସମ୍ବନ୍ଧାର୍ଥେ ଇକ) — ଆଇନ୍ ସମ୍ବନ୍ଧୀୟ — Legal
- ବି — ବିଚାରପତି — Judge; magistrate
- ବି — ମନ୍ତ୍ରୀ — Councillor