ବ୍ୟାପ୍ୟ Byāpya
- ସଂ. ବିଣ (ବି+ଆପ ଧାତୁ+କର୍ମ. ଯ) — ବ୍ୟାପନୀୟ; ଯାହାକୁ ବ୍ୟାପ୍ତ କରାଯାଇ ପାରେ; ପ୍ରସାର୍ଯ୍ଯ — Capable of being expanded or spread out
- ସଂ. ବିଣ (ବି+ଆପ ଧାତୁ+କର୍ମ. ଯ) — ଅନୁମେୟ — Imaginable
- ସଂ. ବିଣ (ବି+ଆପ ଧାତୁ+କର୍ମ. ଯ) — ସାଧ୍ୟ — Feasible; possible
- ବି—(ନ୍ଯାୟ ଦର୍ଶନ) — ଅଳ୍ପଦେଶ ବୃତ୍ତି; ଯେଉଁ ପଦାର୍ଥକୁ କୌଣସି ବସ୍ତୁ ବା ବ୍ୟାପକ ଘୋଟି ଥାଏ — , (Hindu philosophy) A thing pervaded over by another thing
- ବି—(ନ୍ଯାୟ ଦର୍ଶନ) — ସାଧନ; ହେତୁ — Expedient; means
- ବି—(ନ୍ଯାୟ ଦର୍ଶନ) — କୁଷ୍ଠୌଷଧି; କୁଢ଼ — A medicinal plant; Costus Speciosus