ବ୍ୟାପାଦକ Byāpādaka

  • ସଂ. ବିଣ. ପୁଂ. (ବି+ଆ+ପଦ. ଧାତୁ ଣିଚ୍=ପାଦି ଧାତୁ=କର୍ତ୍ତୃ. ଅକ) — ମାରାତ୍ମକ; ପ୍ରାଣନାଶକ — Deadly; fatal;mortal
  • ସଂ. ବିଣ. ପୁଂ. (ବି+ଆ+ପଦ. ଧାତୁ ଣିଚ୍=ପାଦି ଧାତୁ=କର୍ତ୍ତୃ. ଅକ) — ହତ୍ୟାକାରୀ — Murderous
  • ସଂ. ବିଣ. ପୁଂ. (ବି+ଆ+ପଦ. ଧାତୁ ଣିଚ୍=ପାଦି ଧାତୁ=କର୍ତ୍ତୃ. ଅକ) — ବିନାଶକ — Destructive; ruinous