ବ୍ୟାପନ୍ନ Byāpanna

  • ସଂ. ବି. (ବି+ଆ+ପଦ୍ ଧାତୁ+କର୍ତ୍ତୃ. ତ) — ବିପନ୍ନ; ବିପଦ୍ଗ୍ରସ୍ତ — Involved in danger or misfortune
  • ସଂ. ବି. (ବି+ଆ+ପଦ୍ ଧାତୁ+କର୍ତ୍ତୃ. ତ) — ମୃତ — Dead; deceased
  • ସଂ. ବି. (ବି+ଆ+ପଦ୍ ଧାତୁ+କର୍ତ୍ତୃ. ତ) — କ୍ଷତିଗ୍ରସ୍ତ — Injured
  • ସଂ. ବି. (ବି+ଆ+ପଦ୍ ଧାତୁ+କର୍ତ୍ତୃ. ତ) — ସଂସାରାସକ୍ତ — Addicted to or engrossed in worldly concerns