ବ୍ୟାଧୂନନ Byādhūnana

  • ସଂ. ବି. (ବି+ଆ+ଧୂ. ଧାତୁ ଣିଜନ୍ତ+ଭାବ. ଅନ) — କମ୍ପାଇବା — Causing to tremble
  • ସଂ. ବି. (ବି+ଆ+ଧୂ. ଧାତୁ ଣିଜନ୍ତ+ଭାବ. ଅନ) — (+ଧୂ ଧାତୁ+କର୍ମ ବା ଭାବ. ଅନ)— କମ୍ପିବା; କମ୍ପନ — Tembling; shaking